STORYMIRROR

baishnaba meher

Others

4.3  

baishnaba meher

Others

ତୁମେ

ତୁମେ

1 min
3.1K


ତୁମେ...
ମୋ ସ୍ବପ୍ନର
ଅସରନ୍ତି ଭାବନା,
ମୋ ଅବୁଝା ମନର
ଅକୁହା ବେଦନା l

ତୁମେ...
ମୋ ଆଖିର
ସ୍ବଛ୍ଛ ଦ୍ରୁଷ୍ଟିପଟଳ,
ମୋ ଖିଆଲି ମନର
ରସମୟ ଖିଆଲ l

ତୁମେ...
ମୋ ଇନ୍ଦ୍ରଧନୁ
ମୁଁ ସପ୍ତରଙ୍ଗ,
ମୋ ଜଡ ଶରୀରର
ଅଭିନ୍ନ ଅଙ୍ଗ l

ତୁମ ପାଦ ସାଥେ
ମୋ ପାଦ ମିଶିରହୁ,
ମୋ ଶେଷ ନିଶ୍ବାସ
ତୁମ କୋଳେ ହେଉ l

ବୈଷ୍ଣବ ମେହେର
ଗଣ୍ଡାବାହାଲି
ନୂଆପଡା


Rate this content
Log in