STORYMIRROR

DEEPALI JENA

Others

4  

DEEPALI JENA

Others

ତୁମେ

ତୁମେ

1 min
4

ଆଜି ମନେପଡିଲ ତୁମେ 

ତୁମର ପ୍ରତ୍ୟେକ ଟି ମେସେଜ୍ ର ଶବ୍ଦରେ

ସେଦିନ ସବୁ ମନେ ପଡିଗଲା ..

ଆଜି ମୁଁ ଜାଣିବାକୁ ପାଇଲି ତୁମ ନୁଆ ପ୍ରେମିକା ବିଷୟରେ 

ବେସ୍ ଖୁସିରେ ଅଛ ଜାଣି ଖୁସିହେଲି 

ମତେ କହିନପାରିଥିବା କଥାଟିକୁ 

କାହାଆଗେ ତ ପ୍ରକାଶ କରିଛ.. 

ମତେ ଦେଇପାରିନଥିବା ଫୁଲଟିକୁ 

ଆଉ କାହା ମୁଣ୍ଡରେ ତ ଖୋସିଚ... 

ଆଉ ନିଶ୍ଚୟ ମୁଁ ତୁମ ଅନୁଭବରେ ନଥିବି

ତୁମେ ଆଉ କାହା ସଙ୍ଗେ ସୁଖରେ ରୁହ-

ନିତି ଏହା ମୁଁ କାମନା କରୁଥିବି...... 



Rate this content
Log in