STORYMIRROR

Apalata Aruk

Others

3  

Apalata Aruk

Others

ତୁମେ ଶ୍ରେଷ୍ଠ କଳାକାର

ତୁମେ ଶ୍ରେଷ୍ଠ କଳାକାର

1 min
173


ହେ ମିହିର ତୁମେ ଚିର ଦୀପ୍ତିମାନ

ଅସ୍ତ ବା ତୁମର କାହିଁ,

କଳା ଜଗତରେ ତୁମେ କୀର୍ତ୍ତିମାନ

ତୁମର ତୁଳନା ନାହିଁ।


କେବେ କନ୍ଦେଇଲ କେବେ ହସେଇଲ

ଧନ୍ୟ ତୁମ ଅଭିନୟ,

ସଜାଡିଲ କେତେ ଉଜୁଡା ସଂସାର

କଲ ପୁଣି ମଧୁମୟ ।


ପ୍ରତି  ହୃଦୟରେ  ରହିଛ  ରହିବ

ତୁମେ ଶ୍ରେଷ୍ଠ କଳାକାର,

ହେ ମହାନାୟକ  ଅନ୍ତରୁ ତୁମକୁ

ପ୍ରଣତି ମୋ ବାରମ୍ବାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍