STORYMIRROR

Nrusingha Panigrahi

Others

3  

Nrusingha Panigrahi

Others

ତୁମେ ମୋର

ତୁମେ ମୋର

1 min
287

ଅଳପ କହିବି ଅନେକ ସହିବି 

      ଦେବିନି ମୁଁ ତତେ ଦୁଃଖ

ଉଦ୍ଭାସିତ ମୁଖେ ଚପଳା ତୋ ହୃଦେ

     ଭରିଦେଵି ସବୁ ସୁଖ,

ଅର୍ଦ୍ଧାଙ୍ଗିନୀ ନୁହେଁ ଭଗିନୀ ମୋହୋର

    ଯୁଗେ ଯୁଗେ ଜନ୍ମି ଥାଉ

  ଆଉ କଣ ମୁଁ ଦେବି ଏତିକି ଦଉ ଛି

    ସତାୟୂଷ ତୋର ହଉ,

କ୍ରୋଧିତ ହୁଏନି ଅଭିମାନ ମୋର

   କେବେ ନ ବୁଝିବ ତମେ

ତୁ' କହିଦିଏ ଅତି ସ୍ନେହ ଭରେ

  ନ ଛାଡ଼ି ତୁ ଯିବୁ ମୋତେ,

ହାତ ଧରିମୋର ବାଟ ଚଲୁଥିବୁ

   ଦବୁନି ତୁ କେବେ ଧୋକା,

 ଅଭିଶପ୍ତ ହୋଇ ବଞ୍ଚିଛି ବଞ୍ଚିବି

   କପାଳେ ମୋ ଅଛି ଲେଖା ।।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍