STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ତୁମେ ମୋ ପାହାନ୍ତିଆ କୁଆଁତାରl ।

ତୁମେ ମୋ ପାହାନ୍ତିଆ କୁଆଁତାରl ।

1 min
13.9K


  • ତୁମେ ମୋ ପାହାନ୍ତିଆ କୁଆଁତାରl ।

    ତୁମବିନା ---------------------! ନା ମୁଁ ! ମୋ ବିନା ନା ତୁମେ । ତମ-------- ନିଶ୍ୱାସ ପ୍ରଶ୍ପାଶ ରେ ଯଦି ମୁଁ ! ଅଛି ତ ଅଛି, ତମ ସ୍ଵପ୍ଣର ଉଷ୍ମତାରେ ଯଦି ଅଛି ତ ମୁଁ ! ଅଛି , ତମ ଅସ୍ତିତ୍ଵ ରେ ଅଛି ମୋ ଅସ୍ତିତ୍ଵ, ତମକୁ ହରାଇବା ଅର୍ଥ ସବୁ ଶୂନ୍ୟ । (୧)

    ତମ ବିନା----------- କାହାକୁ ଶୁଣିବି ,କାହାକୁ କହିବି, ତମ ବିନା ମୋ ପାଖେ ଅଛି , ଅବା କଣ ,? ଯାହାକୁ ନେଇ ବଞ୍ଚିବି ଯାହାକୁ ନେଇ ରହିବି ତମ ସହ କାଟିବା ଗୋଟିଏ ମୁହୂର୍ତ୍ତ ମୋ ପାଇଁ ରୂପେଲି ଜହ୍ନ ରାତି ମଧୁ ,ମକରନ୍ଦ ରାସ ରତ୍ତି । (୨)

    ତୁମ ବିନା ---------------- ଜଳ ବିହୁନେ ମିନ ମୋ ଜୀବନ, ତମେ ମୋ ଚେହେରାର ଅସ୍ବସ୍ତି , ଆଉ ମୁଁ ତୁମ ହାତର ବିଛୁଡ଼ି ହୋଇ ପଡଯାଇି ଥିବା ଭାଗ୍ୟ, ତମେ ମୋ ଆତ୍ମା ତମକୁ ଛୁଇଁ ବଞ୍ଚି ଉଠିବି ମଶାଣିର ବନି ତୁଳସୀ ବନ ଯେତେବେଳେ ବି ମୁଁ ମୋ ନିଜ କୁ ଦେଖେ ମୋ ଭିତରେ ବି ତମେ ହୁଅ ପ୍ରତ୍ୟମାନ , ତମକୁ ନେଇ ଅଛି ମୁଁ ଏମିତି ଅଛି ,ଏମିତି ଅଛି ତ ଅଛି ତମ ବିନା ନା ମୁଁ ! ମୋ ବିନା ନା ତୁମେ ତୁମେ ମୋ ପାହାନ୍ତିଆ କୁଆଁତାରା । (୩)

    ରାମ ପ୍ରସାଦ ବିଶୋଇ । (କାଶ୍ୟପ) ରାୟଗଡ଼ା । ରାତ୍ର-୧୨-୧୧ ମିନିଟ ତା-୩୧-୦୫-୧୬ ।

     
     


Rate this content
Log in