STORYMIRROR

Ajaya Mahala

Others

2  

Ajaya Mahala

Others

ତୁମେ ଖାଅ ସେଉ ନାସପାତି

ତୁମେ ଖାଅ ସେଉ ନାସପାତି

1 min
13.4K


ତୁମେ ଖାଅ ସେଉ ନାସପାତି

ତୁମେ ଖାଅ କାଜୁ ବାସମତୀ

ତୁମ ସେଠି ବଗିଚାରେ

ପାରିଜାତ ଗଛ

ଗାଏ ସାରୀ

ନାଚୁଛି ମୟୁର

ଆମ ମାଟିଘର ନୁହେଁ ଉଞ୍ଚା

ଆମେ ଖାଉ ଦର ସିଝା କଞ୍ଚା

ଆମ ବାଡ଼ି ପଛ ଅରମାରେ

ଡାହୁକ ବୋବାଏ

ଉଞ୍ଚା ତାଳ ଗଛେ

ଚିଲ ଆଉ ପେଚାଙ୍କର ଘର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍