ତୁମେ ବୁଝ ଏବେ
ତୁମେ ବୁଝ ଏବେ
1 min
183
ମୁଁ ଖେଳିଥିଲି ପ୍ରେମିକା ସାଥିରେ
ପ୍ରୀତିର ରଙ୍ଗ ବୋଳି
ତୁମେ ଖେଳ ଦେଖ କେମିତି ରକ୍ତର ହୋଲି !
ମୁଁ ଧରିଥିଲି ମୁସଲମାନଙ୍କୁ
ଛାତିରେ ନିଜର ବୋଲି ।
ଇଦ୍ ପାଳୁ ଆମେ ଦେଇ ତାଙ୍କର ବଳି !
ତୁମେ ପାଳିଥିଲ ଧର୍ମଯୁଗରେ
ଅଧର୍ମ ଉପରେ ବୋଲି ।
ଦୁର୍ନୀତି ଜୟେ ଆମେପାଳୁ ଦୀପାବଳି !
ବଡଦିନ ଆଣେ ଶାନ୍ତି ସଂଦେଶ ବୋଲି
ତୁମେବୁଝ ଏବେ ଶାନ୍ତି ଆସିଲା ବୋଲି ।
