STORYMIRROR

Manasmita Das

Others

2  

Manasmita Das

Others

ତୁମବିନା ମୋ ଜୀବନ ପୁରା ଅନ୍ଧାର

ତୁମବିନା ମୋ ଜୀବନ ପୁରା ଅନ୍ଧାର

1 min
116


ଆଜି  ତ  ବାବାଙ୍କର  ପହିଲି  ଗୁରୁବାର

ଆଡମ୍ବରେ ପୂଜା ତ ହୋଇଛି ବାବାଙ୍କର ।। ୧।।

ଦୀପ,  ଧୂପ,  ବିଭୂତି,  କର୍ପୂର,  ଅତର 

ଲଗା ହୋଇଛି ଆଜି ବାବାଙ୍କ  ପାଖରେ ।। ୨।। 

ଗେଣ୍ଡୁ, ଗୋଲାପ, ରଜନୀଗନ୍ଧା ,ପୁଷ୍ପର

ବାସ୍ନାରେ  ମହକି  ଯାଉଛି  ତ ଠାକୁର 

ଘରଠାରୁ  ଦାଣ୍ତ  ଦୁଆର  ତ  ଆମର ।। ୩।। 

ନଡ଼ିଆ,କଦଳୀ, ଫଳ, ଲଡୁ, ଅଙ୍ଗୁର

ଭୋଗ ହୋଇଅଛି ଆଜି ତ  ବାବାଙ୍କର ।। ୪।। 

ବାବା  ତୁମପରି  କେହି ନାହିଁ  ତ  ମୋର 

ତୁମ ବିନା ମୋଜୀବନ ପୁରା  ଅନ୍ଧାର ।। ୫।। 

                  ମନସ୍ମିତା ଦାସ

                        ଭଦ୍ରକ


Rate this content
Log in