Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

3  

baishnaba meher

Others

ତୁମ ସ୍ପର୍ଶ

ତୁମ ସ୍ପର୍ଶ

1 min
340


ତୁମ ସ୍ପର୍ଶ , ମୋ ପାଇଁ,
କୁହୁକଭରା ମୁହୂର୍ତ ଟିଏ,
ଯେବେ ତୁମେ ଛୁଇଁଯାଅ,
ମୋ ଶରୀର ସିଂହରୀଯାଏ l

ହଠାତ୍ ମ୍ରୁଦୁ କମ୍ପନରେ,
ଦେହ ଲୋମତକ ସଳଖିଯାଏ,
ଅଜାଣତରେ ଧିରେ ଧିରେ,
ଓଠ ମୋର ଶୁଖିଯାଏ l

ହ୍ରୁଦୟର ପ୍ରତିଟି ତନ୍ତ୍ରୀରେ,
ତୁମ ନାମ ଗୁଞ୍ଜୁରିଉଠେ,
ଇଛ୍ଛାହୁଏ...
ଯେତକ ମାନ ମହତ,
ସମର୍ପି ଦେବାକୁ ତୁମପାଖେ l

ଓଠେ ଧରି ସ୍ମିତ ହସ,
ପାଦଚାପି ପାଖେ ଆସ,
କରି ମୁଁ ଲଜ୍ଜା ତ୍ୟାଗ,
ଅର୍ପଣକରେ ସବୁ ନିଜସ୍ବ l

ମାତୁଆଳା ହୋଇଯାଏ ମୁଁ,
ଭୁଲିଯାଇ ନିଜ ପରିଚୟ,
ଯେବେ ଅନ୍ଧାରର ନିର୍ଜନତାରେ,
ମିଶିଯାଏ ଦୁଇ ହ୍ରୁଦୟ l

ବୈଷ୍ଣବ ମେହେର
ଗଣ୍ଡାବାହାଲି
ନୂଆପଡା








Rate this content
Log in