Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Others

3  

PRABHAS KUMAR MOHAPATRA

Others

ତୁମ ସ୍ମୃତିରେ

ତୁମ ସ୍ମୃତିରେ

1 min
170



ତୁମେ ଥିଲ ଶାନ୍ତ ସରଳ ଉଦାର

ବିନୟୀ ପରୋପକାରୀ

ଘୋଡାବର ଗ୍ରାମେ ଜନମି ତଥିଲ

କୁଆଁ କୁଆଁ ରାବ କରି l


ଜନ୍ମରୁ ଜୀବନ ଯୁଦ୍ଧରେ ତୁମେତ

ସଂଘର୍ଷ ସଂଗ୍ରାମ କରି

ଗଢି ଯାଇ ଅଛ ମଣିଷ ଅନେକ

କେମିତି ଯିବା ପାସରୀ l


ଘରେ ଘରେ ଥିଲ ତୁମେତ ନିଜର

ଆପଣାର ଯେ ମଣିଷ

ଜିଲ୍ଲା ଜିଲ୍ଲା ରେତ ପରିଚିତ ତୁମେ

ସଭିଙ୍କ ପ୍ରିୟ ମଣିଷ l


ସୂର୍ଯ୍ୟ ସମ ତୁମେ ଆଲୋକିତ କରି

ଛାଡିଲ ତୁମେତ ଧରା

ଚିରଦିନ ତୁମେ ଅମର ହୋଇଲ

ଝୁରୁଛି ସଂସାର ସାରା l


Rate this content
Log in