Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଦିବ୍ୟ ରଞ୍ଜନ ସାହୁ

Others

3  

ଦିବ୍ୟ ରଞ୍ଜନ ସାହୁ

Others

ତୁମ ପ୍ରତି

ତୁମ ପ୍ରତି

1 min
114



ପ୍ରାତଃ ହେଲା କୁହୁ-କୁହୁ ନାଦରେ

ତୁମ କଣ୍ଠସ୍ଵରେ

ମିଶୁଥିଲା ଆଉ ହଟୁଥିଲା

ତମସାର ଜ୍ୟୋତି

ନିର୍ବେଦ ସ୍ତୁତିରେ

ଆସିଥିଲ ତୁମେ

ସେଇ ପ୍ରାତଃ ନେଇ

ଶଯ୍ୟାରେ

ଉପବନ ଶୂନ୍ୟ ହେଲା

ତୁମ ଅନୁପସ୍ଥିତେ

ଅଭିନବତାର ବାର୍ତ୍ତା ନେଇ

ରୂପ-ରଙ୍ଗ ଆଉ ଯୌବନର

ଅସ୍ମିତାକୁ ତୁମେ ଜାଳିଦେଲ

ସନ୍ଧ୍ୟା ଦୀପର ଜ୍ୟୋତିରେ

ଭରିଦେଲ

ଏ ହୃଦୟରେ

ତୁମପାଇଁ ନିଷ୍କାମ ପ୍ରେମ

ତୁମ କଣ୍ଠସ୍ଵରେ

ମିଶୁଥିଲା

ଅମାପ ପ୍ରେମ

ଶାନ୍ତିରେ

ହେଲେ...



Rate this content
Log in