Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଦିବ୍ୟ ରଞ୍ଜନ ସାହୁ

Others

2  

ଦିବ୍ୟ ରଞ୍ଜନ ସାହୁ

Others

ରାତି

ରାତି

1 min
134


ରାତି ...

ଦିନେ ଥିଲା ସାଥି

ଆମ ମିଳନର

ବନ୍ଧୁତାରୁ ନିବିଡ଼ତାକୁ

କରିଥିଲା ଆଘ୍ରାଣ

ପୂର୍ଣ୍ଣିମାର ଚାନ୍ଦଠାରୁ

ଲିଭେଇ ଦେଇଥିଲା କଳଙ୍କ

ମନେପଡ଼େ...

ହେଲେ, ଏ ରାତିରେ

ଆଉ ବାସ୍ନା ନାହିଁ

ଦ୍ଵେତ ଏକାକାର ପାଇଁ

ଶବ୍ଦ ନାହିଁ

ଆଉ ସେଇ ଔଜଲ୍ୟ ବି ନାହିଁ l


ରାତି...

ତମେ ଆଉ ଆସିବନି

ମୋ ଜୀବନେ

ଭରିବନି...

ମୋ ଶେଜରେ ବାସ୍ନା

ଲିଭେଇବନି

ଲଣ୍ଠନର ସେଇ

ଧପ-ଧପ ଜ୍ଵାଳାକୁ

ସଞ୍ଜ ହୋଇ ରହିଥିବ ତୁମେ

ମୋ ଜୀବନେ

ମୋ ଜୀବନେ... l



Rate this content
Log in