Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବାଟବଣା ହେବା ପର୍ଯ୍ୟନ୍ତ

ବାଟବଣା ହେବା ପର୍ଯ୍ୟନ୍ତ

1 min
302




ଅଧରର ହସ...

ପ୍ରତିବାଦ କରେ ପ୍ରତି ମୁହୂର୍ତ୍ତରେ

ଛଦ୍ମବେଶୀ ବିନା ଦ୍ଵିଧାରେ

ପରିହାସର ପୃଷ୍ଠାରେ

ଜୀବନର ଇତିବୃତ୍ତ ଲେଖି ଚାଲେ

ଅଧା ରହିଯାଏ

କରୁଣ କୋହର ସତ୍ୟତା

ତଥାପି ବି ଅବିଶ୍ଵାସ କରେନି


ଏ ମନ...

ବିକ୍ଷିପ୍ତ ହୃଦୟର

କୋଉ ଗୋଟେ ପୁରୁଣା ଗୁମ୍ଫାରେ

ତମକୁ ଖୋଜି ବୁଲେ

ବାଟବଣା ହେବା ପର୍ଯ୍ୟନ୍ତ




Rate this content
Log in