STORYMIRROR

ଦିବ୍ୟ ରଞ୍ଜନ ସାହୁ

Others

3  

ଦିବ୍ୟ ରଞ୍ଜନ ସାହୁ

Others

ରକ୍ତମୁଖା ଛାଗଳ

ରକ୍ତମୁଖା ଛାଗଳ

1 min
181

ମାତିଛନ୍ତି

ମାତିଛନ୍ତି

ରକ୍ତମୁଖା ଛାଗଳ ସବୁ

ନୀତି ନିର୍ଘଣ୍ଟର

ମାଦଳ ସବୁ

ପିଟୁଛନ୍ତି ବୀର ବାଦ୍ୟ

ସ୍ପନ୍ଦିତ ତାଳରେ

କପଟତା ଛନ୍ଦ ସବୁ,

ଯନ୍ତ୍ରଣା ଶିଳାରେ

ପିଟୁଛନ୍ତି-ପିଟୁଛନ୍ତି-ପିଟୁଛନ୍ତି

ତମେ

ତମସାର ଘନତାରେ

ଉପସମ ଦ୍ଵାରେ

କୁଣ୍ଠିତ କଣ୍ଠରେ ଆଜି

ସ୍ଵୀକାର ବି କରେ

ଆଶାବାଦୀ-ସ୍ଵପ୍ନ ସାଧି

ଜନତା ବି ହାରେ

ହାରି କହେ ଏ ଜୀବନ

ନିସ୍ଵ ଏ ପଥରେ

ସ୍ଵପ୍ନ ବିକା ଜୀବନକୁ

ମଣିଷ ବି ଡ଼ରେ




Rate this content
Log in