ରହସ୍ୟମୟ
ରହସ୍ୟମୟ
1 min
166
ଥାଉ ଏ ମନ
ଏକୁଟିଆ ମୋର
ଖୋଲିଦିଅ ସବୁ ବନ୍ଧନ
ଜୀଇଁବାକୁ ଦିଅ,
ହେଉ ସ୍ଵପ୍ନେ ବିଭୋର
ମୁକ୍ତ ଗଗନେ ଶାନ୍ତର
ଅନାୟାସେ ଝରିପଡୁ
ଅପରିଚିତ ଇଛା ସବୁ
ପ୍ରତି ପ୍ରତିବିମ୍ବେ ପ୍ରତିଷ୍ଠାର ପ୍ରଣେ
ଅପରିଚିତ ଜଣେ
ନିର୍ଦ୍ଵନ୍ଦେ ନିଷ୍ପ୍ରଭ ଆଭା ସବୁ
ସ୍ଵଛ...ନିର୍ମଳ...
ଆଉ ପବିତ୍ରତାର ପରଦା ବି
ରହସ୍ୟମୟ
ହେ ମନ !
ସତରେ ତୁମଛଡା
ଆଉ କିଏ ଅଛି ରହସ୍ୟମୟ ...?
