ସମର୍ପିଲି
ସମର୍ପିଲି
1 min
255
ତୁମ ପାଇଁ ଲେଖୁଥିବା
ସବୁ କବିତାର ଅନୁଭବକୁ
ତୁମଠାରେ ଅର୍ପଣ କଲି
ଅମାନିଆ ରାତିର
ବିଳାସବ୍ୟସନ ତାତିକୁ
ତୁମକୁ ସମର୍ପି ଦେଲି
ତୁମକୁ ନେଇ ଦେଖୁଥିବା
ପ୍ରତ୍ୟେକଟି ସପନ
ସମର୍ପିତ ତୁମଠାରେ
ଜୀବନ ଦୌଡ଼ର ପ୍ରତିଟିି ବିଜୟ
ତୁମକୁ ଅର୍ପଣ
ହୃଦୟର ସମସ୍ତ ବିରାଗ
ତୁମ ଦ୍ଵାରେ ରଖିଦେଲି
ହେ ' ମୋର
ଆନନ୍ଦର ସାଥି
ତୁମଠାରେ
ନିଜକୁ ସମର୍ପି ଦେଲି
ସମର୍ପି ଦେଲି
ସମର୍ପି ଦେଲି...
-
