STORYMIRROR

Jyotirmoyee Mohanty

Others

3  

Jyotirmoyee Mohanty

Others

ତୁମ ପାଇଁ

ତୁମ ପାଇଁ

1 min
110

ଆଦ୍ୟ ଆଷାଢର ଭିଜାମାଟି ବାସ୍ନା

ତୁମେ ଗୋ ଲାବଣ୍ୟମୟୀ ।

ମଳୟ ସାଜି ମୁଁ ମହକାଇ ଦେବି

କୋଣେ ଅନୁକୋଣେ ଯାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍