STORYMIRROR

Kamlesh Patel

Others

3.0  

Kamlesh Patel

Others

ତୁମ ପାଇଁ

ତୁମ ପାଇଁ

1 min
374


ହୃଦୟେ ମୋ ତୁମପାଇଁ ବିଧୁନିତ ପ୍ରତିକ୍ଷଣେ


ବିକାଶାଇ କରୁଣ ଅଧରେ ସ୍ମିିତ,


ତୁମ ହୃଦ ଦରଦରେ ଭାବେ ମୁଁ ମରମେ


ନ ହେଉ ଗୋ ତୁମ ପଥ ଚିର କଣ୍ଟକିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍