Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamlesh Patel

Others

2  

Kamlesh Patel

Others

ସମୟ : ସମ୍ପର୍କର

ସମୟ : ସମ୍ପର୍କର

1 min
162


ଶୂନ୍ଯରୁ ମହାଶୂନ୍ଯ କୁ

ଉଡି ଯାଉଥିବାର ନକ୍ସା କୁ ଅନୁମାନ କରି

ଗଣି ପାରୁ ଥା'ନ୍ତ ଯଦି ଚଢ଼େଇର ପର


ତେବେ , ମୁଁ ବି ଏଠି କହି ଦିଅନ୍ତି ନି

ଅନ୍ତରର ଆବେଗ ସହକାରେ

ମାପି କରି ଦୂରତା ଆମ ସମ୍ପର୍କ ର |


ଭାଗ୍ଯ ହେଉ କି ବିଡମ୍ବନା ହେଉ…


ବୁଣି ହେଉଥିବା ସପନର ବୀଜ ଗୁଡିକ

ବାରମ୍ବାର ଆଖି ଖୋଲିବା କୁ ଚେଷ୍ଟା କଲେ ବି

ନିଦ୍ରିତ ହୋଇ ପଡନ୍ତି ତଥାପି…


ବେଳ ବି ନ ଥାଏ

ଏସବୁ ର କାରଣ ଖୋଜିବାକୁ

କାହିଁକିନା , ଭବିଷ୍ଯ ଯେ

ଅହରହ ବର୍ତ୍ତମାନ ହେଉଥାଏ

ବଳବାନ ସମୟର ଲମ୍ବା ରାସ୍ତା ମାପି ମାପି |



Rate this content
Log in