Kamlesh Patel
Others
ତମେ ଅଧୀର ହୁଅନି ପ୍ରିୟ
ଦେଖିବ,
ଏଇ ବଇଶାଖୀ ସରିଗଲେ
ଧରା ଶ୍ରାବଣର ମାହୋଲରେ
କେମିତି ନାଚି ଉଠିବି ।
ମହକେଇ ଦେବି
ମେହେଫିଲ୍ କୁ ,
ଆଉ ତମେ ଖାଲି ଦେଖୁଥିବ
କେମିତି ବିବର୍ଣ୍ଣ ନକ୍ସା ମାନଙ୍କୁ
ବଦଳାଇ ଦେଇ
ବନି ଯିବି ଓସ୍ତାଦ୍ ଟିଏ ।
ବର୍ଷା ଆସିଯିବ ...
ହେ ପ୍ରିୟ
ସ୍ବପ୍ନ
ଆମ ଖେଳାଳିଙ୍କୁ...
ଆସ ପ୍ରିୟତମ
ସମୟ : ସମ୍ପର୍କ...
ଆମଦାନୀ
ପ୍ରେମର ବିପଣୀ
ତୁମ ସ୍ମୃତି
ନୂଆ ପୁରୁଣା