STORYMIRROR

Jitendra Seth

Others

3  

Jitendra Seth

Others

ତୁ ମୋର ନିହାତି ଜରୁରୀ

ତୁ ମୋର ନିହାତି ଜରୁରୀ

1 min
254

ମୁଁ ତତେ ଭଲପାଏ ମୋ ନିଜଠୁ ଅଧିକ

କାରଣ ତୋ ଭିତରେ ମୁଁ ମୋର ଭବିଷ୍ୟତ ଦେଖିଛି

ବେଳେବେଳେ ମୁଁ ତତେ ଭୟ କରେ 

କାରଣ ତୋ ଭିତରେ ମୁଁ ମୋ ବାପାଙ୍କୁ ପାଇଛି

ମୁଁ ତୋର କାହିଁକି ଏତେ କେୟାର୍ କରେ ଜାଣିଚୁ

କାରଣ ତୋ ଭିତରେ ମୁଁ ମୋ ଭଉଣୀକୁ ଦେଖିଛି 

ମୁଁ ତତେ ସମ୍ମାନ କରେ ଦେବୀ ଟିଏ ପରି 

କାରଣ ତୋ ଭିତରେ ମୁଁ ମୋ ମାଆକୁ ପାଇଛି 

ଆଜି ମୁଁ ଅନୁଭବ କରୁଛି ତୁ ମୋର ନିହାତି ଜରୁରୀ 

କାରଣ ତୋ ଭିତରେ ମୋ ପରିବାର ରହିଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍