STORYMIRROR

jagabandhu sahu

Others

3  

jagabandhu sahu

Others

ତୁ ମୋ ଗୋଲାପି ରାଣୀ

ତୁ ମୋ ଗୋଲାପି ରାଣୀ

1 min
1.2K

ଗୋଲାପ ବନରେ ଗୋଲାପ ରାଣୀ ତୁ

    ମୁଁ ତୋ କୁଆଁରା ରାଜା

ଭଲପାଏ ତୋତେ ଜୀବନଠୁ ବେଶୀ

   ଦେଇ ଯା ତୋ ପ୍ରେମ ମଜା ।


ଗୋଲାପି ଗୋଲାପି ଲଗୁଛି ଦୁନିଆଁ

   ଯେବେଠୁ ପାଇଛି ଭଲ

କହିବୁ ଯଦି ତୁ ଜୀବନକୁ ମୋର

   ଦେବି ତୋ ପ୍ରେମର ମୂଲ ।


ଯେବେଠୁ ଦେଖିଛି ତୋତେଲୋ ସୁନ୍ଦରୀ

   ସବୁ ଋତୁ ହେଲା ଫଗୁଣ

ହସ ଖୁସିର ମୋ ପ୍ରେମ ଦରିଆରେ

    ଖୁସି ହେଲା ମୋର ଛଗୁଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ