STORYMIRROR

ZYOTSNA PATRAW

Others

2  

ZYOTSNA PATRAW

Others

ତୁ ଆଉ ମୁଁ

ତୁ ଆଉ ମୁଁ

1 min
396

ତୋ ଆଖିରେ ଆଖି ମିଶିଗଲା ପରେ 

ମନ ତ ଖୋଜିଲା ମନ 

ହଜାରେ ବାହାନା କରି କରି ମୁଁ ଯେ 

ପାଇଥିଲି ତୋ ଦର୍ଶନ 


ଝରକା କଣରେ ବସିଥିଲି ମୁଁ ଯେ 

ଚାଁହୁ ଥିଲୁ ତୁ ଯେ ଧୀରେ

ଆଖି ସାଥେ ଆଖି ମିଶିଗଲା ପରେ 

ପଡିଲି ମୁଁ ତୋ ପ୍ରେମରେ 


କେଳି କରି କରି ଥକି ମୁଁ ପଡିଲି 

ବୁଲା କିଣା ନିତି କରି 

ହାଏ ମୁଁ ଅଭାଗା 

ଜାଣି ତ ନ ଥିଲି 

ତୁ ଯେ ବିବାହିତା ନାରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍