STORYMIRROR

Dipti lekha Mishra

Others

4.0  

Dipti lekha Mishra

Others

ଟିକି ପରଜାପତି

ଟିକି ପରଜାପତି

1 min
270



ତୁ କାହା ସପନରେ ଆସୁ ତ

କେବେ କାହା କବିତାରେ ଆସୁ

ହସିଖେଳି ବୁଲୁ ତ ପୁଣି

କାହା ବାଡି ବଗିଚାରେ

ସାଉଁଟି ଆଣୁ କେତେ ଖୁସିର

ବରଷା କାହା ନେତରେ

ତୋର କେତେ ଭାଗ୍ୟ ସତରେ ll

ପରଜାପତିର ଅତୀତଟା କଣ୍ଟା

ହେଲେ ଭଲ ତୋର ବର୍ତ୍ତମାନ

କେତେ ସୁନ୍ଦର ତୁ କେତୂ ମନଲୋଭା

ରହିଯାଉ ସଭିଙ୍କ ମନ ମନ୍ଦିରରେ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍