ଠିକଣା
ଠିକଣା
1 min
147
ନ ଥିଲେ ବି ତୁମରି ଠିକଣା
କେତେ ଦିନ ଆଉ ତୁମେ
ରହିବ ଅଜଣା l
ଯେ ଶବଦ ଶୁଣିଥିଲି
ତୁମ ବୁକୁ ତଳେ
ସେହି ଦୃଢ ଆଘାତରେ
ମୋର ବୁକୁ ଜଳେ l
ଖୋଜି ଖୋଜି ମୁହିଁ
ଏତେ ଦିନେ
ଦୃଢ଼ତା ମୋ ଆସିଲାଣି ମନେ
ଏବେ ଯେ ଖୋଜୁଛ ମୋତେ
ସେଇ ତୁମ କରାଘାତ
ମୋ ହୃଦୟେ ଶୁଣ l