STORYMIRROR

Sudhashree Bhattamisra

Others

3  

Sudhashree Bhattamisra

Others

ତଫାତ

ତଫାତ

1 min
184

ଗଢିବାକୁ ଯାଇଥିଲି

ଭାବନାର ତାଜମହଲକୁ

ସେଠି ବି ପରିଭ୍ରମଣ କରିଥିଲି

ମୋ ଭାବନାର ତାଜମହଲଟା

ସାହାଜାହାନ ତାଜମହଲଠୁ ବି

ଅହୁରି ଆକର୍ଷଣୀୟ

ତଫାତ ଏତିକି

ସେ ତାଙ୍କ ପତ୍ନୀଙ୍କ ପାଇଁ ତାଜମହଲ

କରିଥିଲେ

ଆଉ ମୁଁ ମୋ ଭାବନାର

ତାଜମହଲଟା ଖାସ

ମୋ ପାଇଁ କରିଥିଲି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ