STORYMIRROR

Apalata Aruk

Others

3  

Apalata Aruk

Others

ତଫାତ୍ ଏତିକି

ତଫାତ୍ ଏତିକି

1 min
221

ତଫାତ୍ ଏତିକି ଆମରି ଭିତରେ

ବୃୃକ୍ଷଟେ ମୁଁ ତୁୁମେ ମଣିଷ,

ମୁଁ ଦେଉଥାଏ ଭରସା ତୁୁୁମକୁ 

ତୁୁୁମେ ଭାଙ୍ଗୁଥାଅ ବିଶ୍ୱାସ ।

ସମର୍ପିଦିଏ ମୁଁ ସର୍ବସ୍ୱ ତୁମକୁ

ତୁୁମେ ହେଇଯାଅ କୃୃୃତଘ୍ନ,

ସଦା ଥାଏ ମୁୁହିଁ ତୁମରି ହିତରେ

ତୁୁୁମେ ନେଇଯାଅ ଜୀବନ ।



Rate this content
Log in