STORYMIRROR

Purnima Prusty

Others

3  

Purnima Prusty

Others

ତୋ ବିନା ତୋ ସାଥିରେ

ତୋ ବିନା ତୋ ସାଥିରେ

1 min
298

ତୋ ବିନା...

ତତେ ନେଇ ଜିଇଁବା ଶିଖୁଛି

ତୋ ସ୍ମୃତିରେ...

ତୋ ସାଥିରେ ହସିବା ଶିଖୁଛି

ତୋ ହୃଦୟ...

ପୃଷ୍ଠା ସବୁ ପଢିବା ଶିଖୁଛି 

ତୋ ପ୍ରେମରେ...

ତୋ ସାଥିରେ ଜିତିବା ଶିଖୁଛି

ତୋ ଜୀବନେ...

ତୋ ରାସ୍ତାରେ ଚାଲିବା ଶିଖୁଛି

ତୋ ଗୀତର...

ତୋ ସାଥିରେ ଗାଇବା ଶିଖୁଛି

ତୋ ବନ୍ଧନେ...

ସମ୍ପର୍କଟେ ଗଢିବା ଶିଖୁଛି

ତୋ ଭାଷାରେ...

ଜୀବନକୁ ନୂଆ କରି ବୁଝିବା ଶିଖୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍