STORYMIRROR

Secret Superstar

Children Stories

3  

Secret Superstar

Children Stories

ତୋ ଭାଇ ତୋ ବିଶ୍ବାସ

ତୋ ଭାଇ ତୋ ବିଶ୍ବାସ

1 min
165

ଏ ସଂପର୍କ ଗଢିଥିଲା କିଏ 

         ଦେଇଥିଲା କିଏ ତା ନାମ 

ଭାଇ ଭଉଣୀ

      ପବିତ୍ର ବନ୍ଧନ

ଜାଣିଥିଲା ସେ ଭଗବାନ 

        ଜିଇଁପାରେନା ମୁ ଏକା ଜୀବନ 

ମୁ ଆସିବା ଆଗରୁ 

       ତତେ ପଠାଇଲା ସେ 

  ହେବା ପାଇଁ ମୋ ମନ ।


ମୁ ଦୀପ ହେଲେ 

        ତୁ ଜ୍ୟୋତି

ମୁ ପ୍ରଦୀପ୍ତ ହେଲେ 

       ତୁ ଦୀପ୍ତି

ତୁ ମୋର ତୁହି ମୋର 

    ମୋ ପାଇଁ ଜୀବନ

ହେ ପ୍ୟାରୀ ସି ମେରେ ବେହେନ୍ ।


ତତେ ଚିଡେଇବାକୁ 

        ଲାଗେ ମୋତେ ଭାରି ମଜା 

ତୋର ସେ ମିଠା ମିଠା ଗାଳି 

         ସେ ଛୋଟ ଛୋଟ ଅଳି 

  ଲାଗେ ସରଗ ପରିକା

ତୁ କାନ୍ଦିଲେ 

     ଆଣିଦେବି ତୋ ମୁହଁ ରେ ହସ 

ତୁ ଋଷିଲେ 

    ଆଣିଦେବି ସରଗର ଚାନ୍ଦ 

ତୋ ଭାଇ ମୁ

ମୁ ତୋର ବିଶ୍ବାସ

(ମୋ ଭାଇ ତୁ

    ତୁ ମୋ ନିଶ୍ବାସ )

ମୁ ଦୀପ ହେଲେ 

     ତୁ ଜ୍ୟୋତି

ମୁ ପ୍ରଦୀପ୍ତ ହେଲେ

      ତୁ ଦୀପ୍ତି

ତୁ ମୋର ତୁହି ମୋର

ତୁ ମୋ ପାଇଁ ଜୀବନ

ହେ ମୋର ପ୍ୟାରୀ ବେହେନ୍ ।


ଜୀବନର ମାନେ ଯଦି ହୁଏ ସଂଘର୍ଷ 

ସେ ସଂଘର୍ଷ ମୁ ଲଢିବି

        ସବୁ ଦୁଃଖ ସହିଯିବି

ଦେବି ତୋ ଓଠରେ ହସ

ତୁ କରିଲେ ପାପ 

        ମୁ ପାଇବି ଶାସ୍ତି 

ତୁ କରିଲେ କଳି 

     ମୁ କରିବି କୁସ୍ତି

ଅଛି ତୋ ପାଶେ ତୋ ଭାଇ

ଆଉ ଡରିବାର ନାହିଁ ..

ଜିଉଁଥିବା ଆମେ ସାଥୀ ହୋଇ 

ତୋ ଭାଇ ମୁ

    ମୁ ତୋର ବିଶ୍ବାସ

ମୋ ଭାଇ ତୁ

     ତୁ ମୋ ନିଶ୍ବାସ

ମୁ ଦୀପ ହେଲେ 

      ତୁ ଜ୍ୟୋତି

ମୁ ପ୍ରଦୀପ୍ତ ହେଲେ

      ତୁ ଦୀପ୍ତି

ତୁ ମୋର ତୁହି ମୋର 

ତୁ ମୋ ପାଇଁ ଜୀବନ

ହେ ମୋର ପ୍ୟାରୀ ବେହେନ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍