STORYMIRROR

Apalata Aruk

Others

1  

Apalata Aruk

Others

ତମେ ଓ ମୁଁ

ତମେ ଓ ମୁଁ

1 min
26


ତମେ ସାଗରର

ଦୁର୍ବାର ଆକର୍ଷଣ,

ମୁଁ ତଟିନୀର

ମୁଗ୍ଧ ସମର୍ପଣ ।


ତମେ ଆକାଶର

ନିଆରା ନିବିଡପଣ,

ମୁଁ ମାଟିର

ଆତୁର ଆମନ୍ତ୍ରଣ ।


Rate this content
Log in