STORYMIRROR

RATIKANTA NAYAK

Others

3  

RATIKANTA NAYAK

Others

ତମ ପାଇଁ ପଦେ

ତମ ପାଇଁ ପଦେ

1 min
162

ଶୀତୁଆ ସକାଳର କଅଁଳ ଖରାଲୋ

ଅଦିନେ ମେଘଟେ ପରୀ

ଚାତକ ପରି ମୁଁ ଚାହିଁଛି ତ ବାଟ

ଆସିବୁ କେବେ ତୁ ମୋ ମନ ସାରି....l


ହରିଣୀ ଆଖିରେ ନିରୀହ ଚାହାଣି ମୋ ମନ କଲୁ ତୁ ଚୋରି

ଭୁଲିଵିନି କେବେ କଥା ମୁଁ ଦଉଛି, ମୋ ସପନ ରାଇଜ ପରୀ......l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍