ତମ ବିନା ଜୀବନ ଶୂନ୍ୟ
ତମ ବିନା ଜୀବନ ଶୂନ୍ୟ
ତମ ବିନା ଜୀବନ ଶୂନ୍ୟ
ତମ ମୋର ଭୋକର
ତମ ମୋର ଶୋଷର
ତମ ମୋର ଜୀବନ ରୂପାନ୍ତରର
ତମ ମୋର ସାଙ୍ଗ ସାଥୀ ସବୁକିଛିର
ତମ ମୋର ପ୍ରାଣୀ ଅଧୀରର
ତମ ମୋର ଶେଷ ଶ୍ରାବଣ ବର୍ଷାର
ତମ ବିନା ଜୀବନ ଶୂନ୍ୟ..............(୧)
ତମ ମୋର ଆଶାର ଦୀପକର
ତମ ମୋର ମନ ପୁଲକର
ତମ ମୋର ହୃଦୟ ଗତିର
ତମ ମୋର ଭାବ ପୀରତିର
ତମ ମୋର ଜୀବନ କିରଣର
ତମ ମୋର ସୃତି ଆଲୋଡନର
ତମ ବିନା ଜୀବନ ଶୂନ୍ୟ...........(୨)
ତମ ମୋର ବାଟର ବାଟକାର
ତମ ମୋର ନାଟର ନାଟ୍ୟକାର
ତମ ମୋର ଆଖିର ନୟନର
ତମ ମୋର ଭାଷାର ଶଦ୍ଧହୀନର
ତମ ମୋର ବନ୍ଦିର ସାଗର ମୁକ୍ତତାର
ତମ ମୋର ସମୁଦ୍ରର ଗଭୀରତାର
ତମ ବିନା ଜୀବନ ଶୂନ୍ୟ...........(୩)
ତମ ମୋର ବର୍ଷର ଅଧୀର ମଣିର
ତମ ମୋର ଛଅଟି ଋତୁର ରାଜରାଣୀର
ତମ ମୋର ସ୍ଵପ୍ନର ରଚନାର
ତମ ମୋର କଳ୍ପନାର ମୁର୍ଚ୍ଛନାର
ତମ ମୋର ସମ୍ପର୍କର ସୁଶିଲ୍ ବନ୍ଧନର
ତମ ମୋର ମିଳନର ଆଭା ସମାନର
ତମ ମୋର ପ୍ରତୀକ ମୁହଁତ୍ତ ଜାନ୍ ଜୀବନ ତମ ବିନ ଜୀବନ ଶୂନ୍ୟ...............(୪)
