STORYMIRROR

Susanta kumar Patra

Others

2  

Susanta kumar Patra

Others

ତକିଆ

ତକିଆ

1 min
2.9K



'ତକିଆ' ରେ ତୁ ବଡ ଭାଗ୍ୟବାନ,

ତୁ ସବୁଠୁ ନିଜର

ଯୋଉ ଲୁହକୁ କେହି ଦେଖି ପାରନ୍ତିନି

ସେଇଲୁହକୁ ତୁ ଦେଖୁଚୁ,

କୋଳେଇ ନେଉଥିବା ଲୋକ ଗୁଡାକ ଯେତେବେଳେ ହତାଦରକରନ୍ତି

ତୁ ସେତେବେଳେ ତାକୁକୋଳେଇ ନେଉ l

ତକିଆ ତୁତ ସତରେ ମହାନ l

ଭାଙ୍ଗିପଡିଥିବା ମଣିଷ ଟା କିଛି ଶାନ୍ତି ପାଏ ତତେ କୋଳରେ ନେଇ l

ତତେ ଆଖିର ଲୁହରେ ଭିଯାଏ,

ତତେ କେତେ କଥା କହେ,

ତୋର ଭୁଲ ନଥାଇ ବି ତତେ ଫିଙ୍ଗାଫୋପଡ଼ା କରେ,

କାହିଁ ତୁତ ଅଭିମାନ କରିନୁ କେବେ ତାହା ଉପରେ?

ଓହୋ ତୁ ପରା ନିର୍ଜୀବ ଟିଏ l


ସୁଶାନ୍ତ କୁମାର ପାତ୍ର

ଦରପଦା, ନୟାଗଡ

Mob 9851444543


Rate this content
Log in