STORYMIRROR

Ajay kumar Behera

Children Stories

3  

Ajay kumar Behera

Children Stories

ତିକି ତାରା

ତିକି ତାରା

1 min
234


ଆମେ ସବୁ

ଟିକି ତାରା

ସୁବାସିତ

କରି ଧରା

ବାଣ୍ଟି ଦେବା

ବାସ ପରା।୧।


ନିଜ ଲୋକ

ହେବେ ଖୁସି

ଆମ ଠାରୁ

ସତେ ବେଶି

କରିବେ ସେ

ଗେଲ ଆସି।୨।


ଖୁସି ହେବ

ମନ ଆମ

ରହିବଟି

ତାଙ୍କ ନାମ

ପାଇଁ ସତେ

ଆମ କାମ।୩।


ମନ ଆମ

ନାଚିବ ରେ

ଖୁସି ମନେ

ଗାଇବ ରେ

ସତେ କେଡ଼େ

ଆନନ୍ଦରେ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍