ତେର ସମ୍ଭାର
ତେର ସମ୍ଭାର
1 min
11.5K
ତୁ କେତେ ଭାଗ୍ୟବାନ ସତରେ
ତୋ ପରି କିଏ ହେବରେ
ତୋ ବାପମାଆଙ୍କ ହାତ ରହିଛି
ଛାଇ ହୋଇ ତୋ ଉପରେ ॥
ସନ୍ତାନର ଦୁଃଖ ଯିଏ ବି ବୁଝିଛି
ସିଏ ତ ପ୍ରକୄୄୄୄୄୄତ ପିତାମାତା
ଚାହିଁ ରହିଥିବେ ମଲାବେଳେ
ଦେବୁ ତୁ ଯେ ମୁହଁରେ ଚିତା ॥
ଖାଇବା ପିଇବା ଦେ କି ନ ଦେ
ସ୍ନେହ କରିବୁନି ଉଣା
ତୋ ପାଇଁ ପିତୄୄୄୄମାତୄୄୄୣୣ ଅଟନ୍ତି ଦେବ
କରିବୁନି ଜମା ଘୄୄୄୣୣୣୣଣା ॥
ତୋ ଭଲମନ୍ଦରେ ଭଲ ସାଥି ହୋଇ
ଚାଲିବେ ସାରା ଜୀବନ
ତୁ ବାଟ ଫେରନ୍ତା ହେଲେ କେବେ ଖୋଜିବେ
କାହିଁ ଗଲା ମୋର ସନ୍ତାନ ॥
