STORYMIRROR

Sudhanjali Mishra

Others

3  

Sudhanjali Mishra

Others

ତାଣ୍ଡବର ବିଭୀଷିକା

ତାଣ୍ଡବର ବିଭୀଷିକା

1 min
289

ଫାଇଲିନ ,ଫୋନି ବାପା ପୁଅ ଦୁହେଁ

ଓଡିଶାକୁ ଦେଲେ ଗ୍ରାସୀ

ସଭିଙ୍କ ମନରେ ଆଘାତ ଯେ ଦେଇ

ଚାଲି ଗଲେ କହି ହସି ।।୧।।

ତୁମେ ପାଇଗଲ ତୁମ କର୍ମଫଳ

ଶୁଣ ହେ ଉତ୍କଳ ବାସୀ

ଗଛ କାଟି ଦେଇ କମ୍ପାନୀ ଗଢିଲ

ଭଜ ରାମ ନାମ ବସି ।।୨।।

ଯଦି ବା କମ୍ପାନୀ ଗଢିଲ ବି ଯେତେ

ଗଛ ବି ଲଗାନ୍ତ ସେତେ

ତାହେଲେ ନିସ୍ତାର ପାଇଯାଇଥାନ୍ତ

ଆମେ ନ ଆସନ୍ତୁ ସତେ ।।୩।।

ଏବେ ବି ସମୟ ତୁମ ହାତେ ଅଛି

ନ ହୋଇ ଅଧୈଯ୍ୟ ତୁମେ

ଯେତେ ପାର ଗଛ ଲଗାଇ ପାରିଲେ

ନ ଆସିବୁ ଭବେ ଆମେ ।।୪।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍