Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta kumar Patra

Others

2  

Susanta kumar Patra

Others

ତାହା ନୁହେଁ କି ଜଗନ୍ନାଥ ?

ତାହା ନୁହେଁ କି ଜଗନ୍ନାଥ ?

1 min
421


ତାହା ନୁହେଁ କି ଜଗନ୍ନାଥ? 

ମୁଁ ଆଜି ବାସ୍ତବ କୁ ପାଖରେ ଦେଖୁଛି, 

ନା ସେଇଠି ସ୍ନେହ ଅଛି ନା ଭଲ ପାଇବା ଅଛି, 

ଖାଲି ଅଭିନୟ ଚାଲିଛି ।


ମୁଁ କିନ୍ତୁ ରାସ୍ତାରେ ଚାଲୁଥିବା ସମୟରେ, 

ରାସ୍ତାର ପଥରକୁ ଶାଳଗ୍ରାମ ଭାବି, ତାକୁ ଆପଣାର କରି 

ମାଡି ଚାଲିଛି ଆଗକୁ ।


ରାସ୍ତାରେ ଚାଲି ଚାଲି ଥକି ପଡିଛି 

ତୃଷ୍ଣା ବି ଲାଗୁଛି କିନ୍ତୁ, 

ପଥର କି ମେଣ୍ଟେଇ ପାରିବ ମୋ ଆବଶ୍ୟକତା? 

ଜାଣେନା କାହାର ଶୁଭ ଦୁଷ୍ଟି ପଡିବ ଏ ଶରୀରରେ ।

କିଏ ଉଦ୍ଧାର କରିବ ଦେହକୁ, ଅଗ୍ନି ନା ବିଲୁଆ କି କୁକୁର? 


ହଁ ଜିଏ ବା ଉଦ୍ଧାର କରୁ, 

ନା ମୁଁ ଅନୁଭବ କରିପାରିବି ନା ଦେଖି ପାରିବି? 

ମୋର ଅଭିନୟତ ହୋଇଯାଇଥିବ ଶେଷ ।

ତାହା ନୁହେଁ କି ଜଗନ୍ନାଥ? 



Rate this content
Log in