STORYMIRROR

bebismita kar

Others

2  

bebismita kar

Others

ସ୍ୟାହୀ କାଗଜ ଆତ୍ମା

ସ୍ୟାହୀ କାଗଜ ଆତ୍ମା

1 min
309

ଏଇ କଲମ ଟି ତୁମେ ଦେଇଥିଲ

ଭରପୁର ଥିଲା ସ୍ୟାହୀ

ଆଜି ଯେବେ ମତେ କଲମ ପଚାରେ

ଉତ୍ତର ମୋ ପାଖେ ନାହିଁ

ଫେରି ଆସି ତୁମ ଶୀତଳ ସମିରେ ଭରି ଦିଅ ପ୍ରତି କୋଣ

କାଗଜ ଟୁକୁଡା ସାଜି ମୁଁ ଉଡିବି କିଛି ଦିନ କିଛି କ୍ଷଣ

ଆତ୍ମା ସାଥେ ଆତ୍ମା ମିଶିଥିଲା ବୋଲି ସମର୍ପି ଥିଲି ନିଜକୁ

ଏବେ ଚାହିଁଲେ କଣ ଫେରି ମୁଁ ପାରିବି ଅତୀତ ର ସେଇ ପୃଷ୍ଠାକୁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍