STORYMIRROR

baishnaba meher

Others

3  

baishnaba meher

Others

ସୁନ୍ଦରୀ

ସୁନ୍ଦରୀ

1 min
169

ଚପଲ ଚୋରା ଚୋରା ଚାହାଣି,

ଚମକ ଚଞ୍ଚଳ ଚକ୍ଷୁ ଚାରୁମୟୀ ।

ସତେ ସୁଶୀଳ ସୁମଧୁର ସ୍ୱର,

ସବୁ ସୁନ୍ଦର ସପନ ସୁଖର ।

ଅପ୍ରତିମ ଅଙ୍କାବଙ୍କା ଅଙ୍ଗଠାଣି ଅହରହ,

ଆସେ ଅନ୍ତରରୁ ଆତ୍ମୀୟ ଅନୁଭବ ।

ପ୍ରଦୋଷେ ପ୍ରେୟଶୀର ପବିତ୍ର ପ୍ରେମଠାଣି,

ପ୍ରତିଦିନ ପ୍ରେମେ ପାଗଳ ପ୍ରେମି ।

ବାବୁ ବେଳେବେଳେ ବାଉଳା ବୋଲାନ୍ତି,

ବୈଜୟନ୍ତୀ ବନ୍ଧନେ ବାନ୍ଧିବେ ବୋଲି ।



Rate this content
Log in