STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ସୁନା

ସୁନା

1 min
2.6K


ଉଡୁଛି ତୋ'ବାନା

କାଳିଆ' ସୁନା,

ଦୁଃଖୀ ରଙ୍କି'ଜନ

ତୋର ଶରଣରେ

ଉଡାଉ ଅଛନ୍ତି

ତୋହର ବାନା

ମୋ'କାଳିଆ ସୁନା...ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍