STORYMIRROR

Santosh Samal

Others

3  

Santosh Samal

Others

ସଵୁ ଵଦଳି ଗଲାଣି

ସଵୁ ଵଦଳି ଗଲାଣି

1 min
116

ଏ' ଦୁନିଆରେ ମଣିଷ ଏତେ ଭୟଙ୍କର

ଵାଘ,ଭାଲୁ,ସାପ ହେଲେଣି ସଵୁ ଜୋକର

ପଶୁ ମାନଙ୍କର ଡ଼ର ଭୟ ରହିଛି

ଏ' ମଣିଷ ସଵୁ ସୀମା ଲଙ୍ଘି ଚାଲିଛି

ଫୁଙ୍ଗୁଳା ଦେହଦେଖିଵାକୁଭାରିଲୋଭତାର

କେମିତି ମଣିଷ ,କେମିତି ତା 'ଚାହାଣୀ

ଏଠି ସଵୁ ଵଦଳି ଗଲାଣି ...।


ଭିଡ଼ ଭିତରେ ମୁହଁ ଵୁଲେଇଲେ

ଚିହ୍ନା ମୁହଁ ନ' ଦିଶେଇ

ଗଛ ମରିଗଲାଣି

କ୍ରଂକିଟ୍ ଜଙ୍ଗଲ ହେଲାଣି

ମଣିଷତ୍ଵ ହରେଇ ପଶୁ ପାଲଟିଲାଣି

ଏଠି ସଵୁ ଵଦଳି ଗଲାଣି ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍