Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Others

3  

SUKANTA KHANDA

Others

ସତ୍ଯ,ମିଥ୍ଯା ଓ ଚୁଗୁଲି

ସତ୍ଯ,ମିଥ୍ଯା ଓ ଚୁଗୁଲି

1 min
194



ସତ୍ଯ 

ଅକାଟ୍ଯ ବଚନ

ଯିଏ ସୁନା ପରି ଦାଉଦାଉ

ଭରପୂର ଦୁଃଖ ପାଇଲେ ବି

ସତ୍ଯର ଜୟ ହୁଏ।


ମିଥ୍ଯା

ପୂର୍ଣ୍ଣ ବାହାନାର ପ୍ରତୀକ 

ଯିଏ ପିତଳ ପରି ଅସ୍ବଚ୍ଛ

ଭରପୂର ସୁଖ ଓ ଶାନ୍ତି ପାଇଲେ ବି

ପରିଣତି ପରାଜୟ।


ଚୁଗୁଲି

ସତ୍ଯ ଓ ମିଥ୍ଯାରେ ଭରପୂର

ଯିଏ କେବେ ହାରେ ତ

କେବେ ଜିତେ।


ସୁତରାଂ 

ଏମିତି ହିଁ ଆଜି

ସଂସାର ଚାଲୁଛି,ନୁହେଁ?


Rate this content
Log in