STORYMIRROR

Sudipta Behera

Others

3  

Sudipta Behera

Others

ସତ୍ତା

ସତ୍ତା

1 min
177

ବେଳ ବୁଡି ଗଲେ

ଦୀପ ଲିଭିଯିବ

ଆସିବନି କେବେ ଫେରି

ସେଇ ତୋର ଗତି

ସେଇ ତୋର ମତି

ଏ କଥା ଦିଅନା ପାଶୋରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍