STORYMIRROR

RUNALAILA MOHANTA

Others

3  

RUNALAILA MOHANTA

Others

ସତର୍କ

ସତର୍କ

1 min
262

(Prompt-6)


ଚୁମ୍ବନ ସେ ତୁମ ପ୍ରିୟ ସାଥିର

ହୋଇଅଛି ଆଜି ମାସ୍କରେ ବନ୍ଧିତ

ଏ ଯେ ସବୁ ଭୂତାଣୁର ଖେଳ

ଜୀବନ ଭୟରେ ମାନୁଛି ସଂସାର


ନ କରିବ ଯିଏ ତାର ପାଳନ

ଭୋଗି ଯିବ ସିଏ ତ ଜାଣ

କରିବା ସବୁ ମିଳିମିଶି ସଂଘର୍ଷ

ନ ଭାସି ଭାବନା ନଈରେ ମିତ


ଗାଇ ଯିବା ସବୁ ପ୍ରେମର ଗୀତ

ହେଲେ ନ ଭୁଲିବା ନୀତି ନିୟମ

ଗ୍ରୀଷ୍ମ ପରେ ଆସେ ଯେ ବର୍ଷା

ଦିନେ ପାଇବା ଏଥିରୁ ବି ରକ୍ଷା ।।



Rate this content
Log in