STORYMIRROR
ସତ ନା ମିଛ
ସତ ନା ମିଛ
ସତ ନା ମିଛ
ସତ ନା ମିଛ
କଥାଦେଇ ଭୁଲିଯିବା,
ଏଇଟା ତୁମ ବେବଫାଇ
ନା...
ତୁମର କିଛି ମଜବୁରୀ !
କହିଥିଲ ଫେରିବ ବୋଲି,
ଏଇଟା ତୁମ ଅଭ୍ୟାସ
ନା....
ତୁମର ସମୟର ଅଭାବ !
ସବୁଦିନେ ସାଥେ ଚାଲିବା,
ଏଇଟା ନିରାଟ ସତ୍ୟ
ନା...
କିଛି କ୍ଷଣର ମୂର୍ଖତା !
More oriya poem from baishnaba meher
Download StoryMirror App