STORYMIRROR

Subrat Malik

Others

3  

Subrat Malik

Others

ଷଡଯନ୍ତ୍ର

ଷଡଯନ୍ତ୍ର

1 min
153

ବଢ଼ିଚାଲିଛି ଅନୁପ୍ରବେଶ

ସୀମା ସରହଦ ଡେଇଁ

ଜଳ ସ୍ଥଳ ଆକାଶ ମାର୍ଗ ଦେଇ

ରଚିବାକୁ ଆଭ୍ୟନ୍ତରୀଣ ଆକ୍ରମଣ

ଦେଶର ମାନଚିତ୍ର କରିବାକୁ ଖଣ୍ଡ ବିଖଣ୍ଡିତ 

ମୁନି ଋଷିଙ୍କର ଏ ଭୂମିକୁକରିବାକୁ ରକ୍ତରଞ୍ଜିତ ।।

ଆତଙ୍କବାଦୀ ମୁଖାଧାରୀ

ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଗୋଷ୍ଠୀ

ଆସନ୍ତି ଲୁଚିଛପି ପଡୋଶୀ ଦେଶରୁ

କୁତ୍ସିତ କଦାକାର ମାନସିକତାରୁ

ସେମାନଙ୍କ ସୃଷ୍ଟି ରଚନ୍ତି ଷଡ଼ଯନ୍ତ୍ର

୨୦୦୦ରେ ସଂସଦ 

୧୯/୧୧ରେ ମୁମ୍ବାଇ 

ଅବା ନିକଟାତୀତ ପୁଲୱାମା ଆକ୍ରମଣ ପରି

ପ୍ରତିଦିନ ପ୍ରତିକ୍ଷଣେ

କେବେ ସଫଳ କେବେ ବିଫଳ ସେମାନେ ।।



Rate this content
Log in