Sangeeta Barik

Others


3  

Sangeeta Barik

Others


ସର୍ତ୍ତ

ସର୍ତ୍ତ

1 min 349 1 min 349

  


ସର୍ତ୍ତ.......

ସମ୍ପର୍କରେ ଭଟ୍ଟା ଆଣେ ସର୍ତ୍ତ,

ସ୍ଵାର୍ଥପରତାର ଜାଲରେ ଛନ୍ଦିହୋଇ

ପୌଷ ଜାଡରେ ବି ସମ୍ପୂର୍ଣ୍ଣ ଘର୍ମାକ୍ତ ।


ଆରମ୍ଭରେ ପଡେ ଯବନିକା,

ପୁଣି କେବେ ତା କାଳଭଉଁରୀରେ

ଅଣନିଃଶ୍ଵାସୀ ହୋଇ ଛଟପଟ ।

ଆଉ ଅନ୍ତିମ ପର୍ଯ୍ୟାୟରେ 

ରହିଥାଏ ଦଲକାଏ ଅବଶୋଶ ।



Rate this content
Log in