ସର୍ତ୍ତ
ସର୍ତ୍ତ




ସର୍ତ୍ତ.......
ସମ୍ପର୍କରେ ଭଟ୍ଟା ଆଣେ ସର୍ତ୍ତ,
ସ୍ଵାର୍ଥପରତାର ଜାଲରେ ଛନ୍ଦିହୋଇ
ପୌଷ ଜାଡରେ ବି ସମ୍ପୂର୍ଣ୍ଣ ଘର୍ମାକ୍ତ ।
ଆରମ୍ଭରେ ପଡେ ଯବନିକା,
ପୁଣି କେବେ ତା କାଳଭଉଁରୀରେ
ଅଣନିଃଶ୍ଵାସୀ ହୋଇ ଛଟପଟ ।
ଆଉ ଅନ୍ତିମ ପର୍ଯ୍ୟାୟରେ
ରହିଥାଏ ଦଲକାଏ ଅବଶୋଶ ।
ସର୍ତ୍ତ.......
ସମ୍ପର୍କରେ ଭଟ୍ଟା ଆଣେ ସର୍ତ୍ତ,
ସ୍ଵାର୍ଥପରତାର ଜାଲରେ ଛନ୍ଦିହୋଇ
ପୌଷ ଜାଡରେ ବି ସମ୍ପୂର୍ଣ୍ଣ ଘର୍ମାକ୍ତ ।
ଆରମ୍ଭରେ ପଡେ ଯବନିକା,
ପୁଣି କେବେ ତା କାଳଭଉଁରୀରେ
ଅଣନିଃଶ୍ଵାସୀ ହୋଇ ଛଟପଟ ।
ଆଉ ଅନ୍ତିମ ପର୍ଯ୍ୟାୟରେ
ରହିଥାଏ ଦଲକାଏ ଅବଶୋଶ ।