Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmapada Mohapatra

Others

3  

Dharmapada Mohapatra

Others

ସରସ୍ଵତୀ

ସରସ୍ଵତୀ

1 min
190


ତୁ ମା ଗାୟତ୍ରୀ ତୁ ସରସ୍ଵତୀ

 ମା ତୁ ବୀଣାପାଣି l

କ୍ଷମା ମୟୀ ମା ଦୟା ତୁ କରିବୁ 

   ତୋ ହୃଦୁ ହଟେଇବୁନି ll

ତୁ ଚାହିଁଲେ ସ୍ପଷ୍ଟ ପ୍ରଖର 

   ପ୍ରଭାବ ହୁଏ ତ ବାଣୀ । 

ସ୍ୱୀକୃତି ମିଳେ କବି ର କବିତା 

     ଲେଖକ ଲେଖା ଲେଖନୀ ll

ତୁ କଣ୍ଠେ ବିଜେ ତ ହେଲେ 

       ଅସମ୍ଭବ ହୁଏ ସମ୍ଭବ l

ସଭିଁଙ୍କ ମନର ପରିକଳ୍ପନା 

   ଜୀବନେ ଜୀବନ୍ତ ହେବ ll

ତୋତେ ଧରିଥିଲେ କରୁଣା ଦେବୁ 

   ସବୁ  କାମେ ହେବ ଜୟ l

ଦୁଃଖ ଆସିଲେ ବି ଆଗେଇବି ମୁଁ 

    ତୋ  ଚରଣେ ମୋ ଲୟ ll



Rate this content
Log in