Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmapada Mohapatra

Others

3  

Dharmapada Mohapatra

Others

ମରୀଚିକା

ମରୀଚିକା

1 min
211


ମରୀଚିକା ଦେଖା ଦିଏ

ଥିଲେ ମରୁବାଲି। 

ତା ପଛରେ ଯେବେ ଯିବା 

ନ ପାରିବା ଧରି।। 


ତପ୍ତ ବୈଶାଖ ରାସ୍ତାରେ

ଦେଖୁ ମରୀଚିକା।

ଆଗକୁ ଆଗକୁ ଅଛି ଲାଗେ 

ଆଖି ହୁଏ ଜଳକା ।। 


ଜୀବନ ଜଞ୍ଜାଳ ବହୁତ ଖସଡା

ସଂସା ଟା ମରୀଚିକା l

ସଭିଙ୍କୁ ଆପଣା କରି ଚାଲିଲେ

ସହଜେ ଚାଲି ପାରିବା ll


ଆୟଠୁ ଅଧିିିକ ବ୍ୟୟ କରୁଥିଲେ

ଚଳଣି ପଡିବ ଫିକା l

ଛିଣ୍ଡା କନ୍ଥାରେ ଦିବା ସ୍ଵପ୍ନ ଦେଖିଲେ

ଦେଖାଯିବ ମରୀଚିକା ll


ସ୍ଵଚ୍ଛ ମନୋଭାବ ମନରେ ଥିଲେ

ସରଳ ହୁଏ ଜୀବିକା l

ପ୍ରଭୁଙ୍କୁ ପାଶେ ଲୟ ରଖିଥିଲେ

ଦୂର ହେବ ମରୀଚିକା ll



Rate this content
Log in