Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhumita Mishra

Others

3  

Madhumita Mishra

Others

ସରସ୍ଵତୀ

ସରସ୍ଵତୀ

1 min
186



କୂଳ ଲଙ୍ଘି...

ପୁଣି କେବେ ବାଙ୍କ ରାସ୍ତା ଭାଙ୍ଗି

ଚଞ୍ଚଳତାରେ.. ମନ ଆବିଲତାରେ

ପରିପୂର୍ଣ୍ଣତାରେ ପରିପୂର୍ଣ୍ଣ ହୋଇ

ବହି ଯାଉଥିଲା ମୋ ପ୍ରୀତି ନଈ ।


ଅପୂର୍ବ ଆଶା ସମ୍ଭାରେ..

ଅଦ୍ଭୁତ ଶିହରଣ ସାଙ୍ଗରେ

ପ୍ରାପ୍ୟ ଅପ୍ରାପ୍ୟ ହିସାବ ବିନା

ବନ୍ଧୁର ଦୁରୁହ କଣ୍ଟକିତ ପ୍ରାଙ୍ଗଣରେ

ନିରବଚ୍ଛିନ୍ନ ଭାବରେ..

ଶୋଷିନେଇଥିଲା ତା ଆସ୍ଥାନ ।


ତଥାପି..

ରୋରୁଦ୍ରମାନ ମୁଖରେ ବିଦ୍ୟମାନ

ଶୁଷ୍କ ଅଶ୍ରୁଧାରା ତୁଲ୍ୟ

ସ୍ମୃତି ବାଲୁକା ଶଯ୍ୟାରେ

ସାକ୍ଷର ଥିଲା

ଅବିନାଶୀ ସେ ଉନ୍ମାଦନାର ।


ଅଦୃଶ୍ୟ ଝଙ୍କାର ଥିଲା

ସେ ହୃଦ କନ୍ଦର ସାହାନାଇର

ସମ୍ମତି ଆସ୍ଵୀକାର୍ଯ୍ୟ

ଥିଲା.. ସେ ..ପ୍ରେମ ନିର୍ଝରଣୀ..ସରସ୍ଵତୀର ।



Rate this content
Log in